ବିଧାନସଭାରେ ଆଜି ବି ଚାଲିଲାନି ପ୍ରଶ୍ନକାଳ । ଶୋକ ପ୍ରସ୍ତାବ ଆଗତ ପରେ ବିରୋଧୀ ପୁଣି ଆଣିଲେ ଚାରା ଘୋଟାଲା ପ୍ରସଙ୍ଗ, ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

Advertisment
ବିଧାନସଭାରେ ଆଜି ବି ଚାଲିଲାନି ପ୍ରଶ୍ନକାଳ । ଶୋକ ପ୍ରସ୍ତାବ ଆଗତ ପରେ ବିରୋଧୀ ପୁଣି ଆଣିଲେ ଚାରା ଘୋଟାଲା ପ୍ରସଙ୍ଗ, ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

କନକ ବ୍ୟୁରୋ : ବିଧାନସଭାରେ ଆଜି ପୁଣି ଚାଲିପାରିନାହିଁ ପ୍ରଶ୍ନକାଳ । ଚାରା ଦୁର୍ନୀତି ନେଇ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକରେ ଶୋକପ୍ରସ୍ତାବ ଆଗତ କରାଯାଇଥିଲା । ଏହା ପରେ ଚାରା ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ ।

publive-imageଫଳରେ ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ମିଳିଥିବା ସୂଚନା ଅନୁସାରେ ବରିଷ୍ଠ ବିଧାୟକ ଅନେକ ଦୁର୍ନୀତି ଆଣିଥିଲେ । ତେବେ ସେହି ସମସ୍ତ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ କଂଗ୍ରେସ ଦାବି କରିବା ସହ ହୋହାଲ୍ଲା କରିଥିଲେ । ତେଣୁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe