କନକ ବ୍ୟୁରୋ : ପ୍ୟାରୀବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ନେଇ ପୂର୍ବତନ ସାଂସଦ ବୈଷ୍ଣବ ପରିଡାଙ୍କ ପ୍ରତିକ୍ରିୟା । ପ୍ୟାରୀବାବୁଙ୍କ ଯୋଗୁଁ ବିଜେଡି ଲାଭବାନ ହୋଇଥିଲା । ସେ ବିଜେଡି ପାଇଁ ଅନେକ କିଛି କାମ କରିଛନ୍ତି । ‘ବେଇମାନ’ ଶଦ୍ଦ ପ୍ୟାରୀଙ୍କୁ ବହୁତ ଆଘାତ ଦେଇଥିଲା । ପ୍ୟାରୀବାବୁ ରୋଷର ଶିକାର ହୋଇଛନ୍ତି ବୋଲି କହିଛନ୍ତି ବୈଷ୍ଣବ ପରିଡା ।
ଭେଣ୍ଟିଲେଟରରେ ପ୍ୟାରୀବାବୁ ! ପୂର୍ବତନ ସାଂସଦ ବୈଷ୍ଣବ ପରିଡାଙ୍କ ପ୍ରତିକ୍ରିୟା
/kanak/media/post_attachments/wp-content/uploads/2017/03/Screen-shot-2017-03-17-at-4.32.08-PM.png)