କନକ ବ୍ୟୁରୋ : ସ୍ୱର୍ଗଦ୍ୱାର ଜମି ଜବରଦଖଲ ଘଟଣାର ଆଜିଠୁ ଆରମ୍ଭ ହେବ ତଦନ୍ତ । ତଦନ୍ତ କରିବ ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ଗଠିତ ୧୦ ଜଣିଆ ତଦନ୍ତ କମିଟି । ୭ ଦିନ ମଧ୍ୟରେ କମିଟି ତାର ରିପୋର୍ଟ ଆରିଡିସିଙ୍କୁ ଦେବ । ଆଉ ରିପୋର୍ଟ ଆଧାରରେ ଜମି ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପ୍ରଶାସନ ।
ସେପଟେ ଏହି ଘଟଣାରେ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ ପୁଣି ବର୍ଷିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । କହିଛନ୍ତି , ସ୍ୱର୍ଗଦ୍ୱାର ଜମି ପ୍ରସଙ୍ଗରେ ତାଙ୍କୁ ଅନ୍ଧାରରେ ରଖାଯାଇଛି । ଏବଂ ତାଙ୍କ ସମୟରେ ଇଂଚେ ଜମି ବି ଜବରଦଖଲ ହୋଇନି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
ଏହା ସହ ମଧ୍ୟ ଦେଖନ୍ତୁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-24-07h27m16s339.png)