ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ୪ ସପ୍ତାହ ମଧ୍ୟରେ ନିଯୁକ୍ତ ହେବେ କମିଟି ଅଧ୍ୟକ୍ଷ

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ୪ ସପ୍ତାହ ମଧ୍ୟରେ ନିଯୁକ୍ତ ହେବେ କମିଟି ଅଧ୍ୟକ୍ଷ

କନକ ବ୍ୟୁରୋ :  ପୁରୀ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ବିରୋଧୀଦଳଙ୍କ ବାରମ୍ବାର ଦାବି ଓ ହାଇକୋର୍ଟଙ୍କ ବୟାନ ପରେ ଆସନ୍ତା ୪ ସପ୍ତାହ ମଧ୍ୟରେ ଏନେଇ ଗଠନ ହୋଇଥିବା କମିଟିର ଅଧ୍ୟକ୍ଷ ନିଯୁକ୍ତ ହେବେ । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବ । ଏନେଇ ରାଜ୍ୟ ସରକାର ହାଇକୋର୍ଟଙ୍କ ଅବଗତ କରାଇଛନ୍ତି । ଏନେଇ ଆଗାମୀ ୪ ସପ୍ତାହ ପରେ ହାଇକୋର୍ଟରେ ଶୁଣାଣି ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe