କନକ ବ୍ୟୁରୋ : ପୁରୀ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ବିରୋଧୀଦଳଙ୍କ ବାରମ୍ବାର ଦାବି ଓ ହାଇକୋର୍ଟଙ୍କ ବୟାନ ପରେ ଆସନ୍ତା ୪ ସପ୍ତାହ ମଧ୍ୟରେ ଏନେଇ ଗଠନ ହୋଇଥିବା କମିଟିର ଅଧ୍ୟକ୍ଷ ନିଯୁକ୍ତ ହେବେ । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବ । ଏନେଇ ରାଜ୍ୟ ସରକାର ହାଇକୋର୍ଟଙ୍କ ଅବଗତ କରାଇଛନ୍ତି । ଏନେଇ ଆଗାମୀ ୪ ସପ୍ତାହ ପରେ ହାଇକୋର୍ଟରେ ଶୁଣାଣି ହେବ ।
ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ୪ ସପ୍ତାହ ମଧ୍ୟରେ ନିଯୁକ୍ତ ହେବେ କମିଟି ଅଧ୍ୟକ୍ଷ
/kanak/media/post_attachments/wp-content/uploads/2024/02/image_750x_64c8f9d940225.jpg)