ପୁରୀ କଣାସ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ଉତ୍ତେଜନା : ଭୋଟ ବାକ୍ସରେ ଟାମ୍ପରିଂ କରାଯାଇଥିବା ଅଭିଯୋଗ

Advertisment
ପୁରୀ କଣାସ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ଉତ୍ତେଜନା : ଭୋଟ ବାକ୍ସରେ ଟାମ୍ପରିଂ କରାଯାଇଥିବା ଅଭିଯୋଗ

କନକ ବ୍ୟୁରୋ : କଣାସ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ଉତ୍ତେଜନା । ଷ୍ଟ୍ରଙ୍ଗ ରୁମ୍ ଭିତରୁ ନିର୍ବାଚନରେ ବ୍ୟବହାର ଷ୍ଟାମ୍ପ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିବା ପରେ ଉତ୍ତେଜନା ଦେଖାଦେଇଛି । ନିର୍ବାଚନ ଦାୟିତ୍ୱରେ ଥିବା ସ୍ଥାନୀୟ ବିଡିଓ ଏବଂ ଜିପିଓ ଏକ ପେଟିରେ ନିର୍ବାଚନରେ ବ୍ୟବହୃତ ଷ୍ଟାମ୍ପ ଓ ଅନ୍ୟାନ୍ୟ ସାମଗ୍ରୀ ଷ୍ଟ୍ରଙ୍ଗ ରୁମରୁ ବାହାର କରିଥିଲେ । ଏହା ପରେ ଶତାଧିକ ଲୋକ ଷ୍ଟ୍ରଙ୍ଗ ରୁମ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭୋଟ୍ ବାକ୍ସରେ ଟ୍ୟାମ୍ପରିଂ ହୋଇଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe