କନକ ବ୍ୟୁରୋ : କାଳିଆ ପ୍ରେମରେ ବିଦେଶିନୀ । ରୁଷିଆ ଯୁବତୀଙ୍କ କଣ୍ଠରେ ଜୟ ଜଗନ୍ନାଥ । ବଡ଼ଦାଣ୍ଡରେ ସଂକିର୍ତନ କରିବା ସହ କୃଷ୍ଣଲୀଳା ପ୍ରଚାର କରୁଛନ୍ତି ରୁଷିଆ ଯୁବତୀ । ରଥଯାତ୍ରା ଅବସରରେ କୃଷ୍ଣଲୀଳାର ପ୍ରଚାର ପ୍ରସାର ପାଇଁ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି ବିଦେଶିନୀ । କୃଷ୍ଣଙ୍କ ଲୀଳା ସମ୍ପର୍କିତ ବହି ବିକ୍ରି କରିବା ସହ ପ୍ରେମ ଓ ଶାନ୍ତିର ବାର୍ତ୍ତା ବାଣ୍ଟୁଛନ୍ତି ।
କାଳିଆ ପ୍ରେମରେ ମତୁଆଲା ବିଦେଶିନୀ : ବଡ଼ଦାଣ୍ଡରେ କୃଷ୍ଣଲୀଳା ପ୍ରଚାର କରୁଛନ୍ତି ରୁଷିଆ ଯୁବତୀ
/kanak/media/post_attachments/wp-content/uploads/2022/06/7-23.jpg)