ଶ୍ରୀମନ୍ଦିରର ୭୫ ମିଟର ସୁରକ୍ଷା ଜୋନରେ ପୁଣି ଆରମ୍ଭ ହେଲା ଉଚ୍ଛେଦ : ପଶ୍ଚିମ ଦ୍ୱାରରେ ଥିବା ଗୋପାଳ ଭବନକୁ ଦଖଲକୁ ନେଇ ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ, ସୁରକ୍ଷା ଦୃଷ୍ଟିରୁ ଅଂଚଳ ସିଲ

Advertisment
ଶ୍ରୀମନ୍ଦିରର ୭୫ ମିଟର ସୁରକ୍ଷା ଜୋନରେ ପୁଣି ଆରମ୍ଭ ହେଲା ଉଚ୍ଛେଦ : ପଶ୍ଚିମ ଦ୍ୱାରରେ ଥିବା ଗୋପାଳ ଭବନକୁ ଦଖଲକୁ ନେଇ ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ, ସୁରକ୍ଷା ଦୃଷ୍ଟିରୁ ଅଂଚଳ ସିଲ

କନକ ବ୍ୟୁରୋ : ଶ୍ରୀମନ୍ଦିରର ୭୫ମିଟର ସୁରକ୍ଷା ଯୋନରେ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଥିବା ଗୋପାଳ ଭବନକୁ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରିଛି । ପୂର୍ବରୁ ଏହାକୁ ପ୍ରଶାସନ ନିଜ ଦଖଲରେ ନେଇଥିଲେ । ଆଜି ପୋଲିସ ଫୋର୍ସ ଉପସ୍ଥିତିରେ ଏହାର ଉଚ୍ଛେଦ କରାଯାଉଛି । ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଚାଲୁ ରହିଛି । ଉଚ୍ଛେଦକୁ ନେଇ ଅଗ୍ନିଶମ ବାହିନୀ ମଧ୍ୟ ଉପସ୍ଥିତ ରହିିଥିଲେ । ସୁରକ୍ଷା ଦୃଷ୍ଟିରୁ ସେହି ଅଂଚଳକୁ ସିଲ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe