‘ଆପ୍’କୁ ଆପଣାଇଲେ ପଞ୍ଜାବବାସୀ ! ଧୂରୀ ଆସନରେ ଭଗୱନ୍ତ ମାନଙ୍କ ଧୂଆଁଦାର ଶୋ’ ।

Advertisment
ପଞ୍ଜାବରେ ‘ଆପ୍’ର ପାୱାର ଶୋ’! ଧୂରୀ ଆସନରେ ଧୂଆଁଦାର ଭାବେ ଆଗେଇ ଚାଲିଛନ୍ତି ଭଗୱନ୍ତ ମାନ୍ ।

କନକ ବ୍ୟୁରୋ: ପଞ୍ଜାବରେ ‘ଆପ୍’ର ସଂଗଠନକୁ ମଜବୁତ କରିବାରେ ବଡ଼ ଭୂମିକା ନେଇଥିବା ଭଗୱନ୍ତ ମାନଙ୍କୁ ବିପୁଳ ସମର୍ଥନ ଦେଉଥିବା ଦେଖିବାକୁ ମିଳୁଛି । ଦିନ ଦିନ ୨ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡରେ ପଞ୍ଜାବର ଧୁରୀ ଆସନରେ ଧୂଆଁ ଭଳି ‘ଝାଡ଼ୁ’ ମାରି ଛାଲିଛନ୍ତି ‘ଆପ୍’ର ଭଗୱନ୍ତ ମାନ୍ । ସବୁଠାରୁ ବଡ଼ କଥା ହେଲା, ‘ଆପ୍’ା ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସାମ୍ନାରେ ଥିବା ଭଗୱନ୍ତ ଯଦି ବିଜୟ ହୁଅନ୍ତି ତେବେ ଏହା ଆପ୍ ଭଳି ଏକ ଆଞ୍ଚଳିକ ଦଳକୁ ଭବିଷ୍ୟତ ପାଇଁ ଶୁଭ ସଙ୍କେତ ଦେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe