ପଞ୍ଜାବ ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ବନୱାରୀ ଲାଲ ପୁରୋହିତ । ଜାଣନ୍ତୁ କାରଣ

Advertisment
ପଞ୍ଜାବ ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ବନୱାରୀ ଲାଲ ପୁରୋହିତ । ଜାଣନ୍ତୁ କାରଣ

କନକ ବ୍ୟୁରୋ : ପଞ୍ଜାବର ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏହାସହ ଇସ୍ତଫା ଦେବା ପଛରେ ବ୍ୟକ୍ତିଗତ କାରଣ ଥିବା କଥା ସେ କହିଛନ୍ତି । ସେ ଲେଖିଥିବା ଏକ ପତ୍ରରେ ଉଲ୍ଲେଖ ରହିଛି କି, ବ୍ୟକ୍ତିଗତ କାରଣ ଓ ଅନ୍ୟ କିଛି ପ୍ରତିବଦ୍ଧତା ପାଇଁ ସେ ଇସ୍ତଫା ଦେଇଛନ୍ତି । କେବଳ ପଞ୍ଜାବ ରାଜ୍ୟପାଳ ପଦ ନୁହେଁ ଏହାସହ ସେ ଚଣ୍ଡିଗଡ ପ୍ରଶାସକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe