ବିଧାନସଭା ନିର୍ବାଚନରେ ଶୋଚନୀୟ ପରାସ୍ତ ପରେ କଂଗ୍ରେସରେ କନ୍ଦଳ ! ଆରୋପପ୍ରତ୍ୟାରୋପ ମଧ୍ୟରେ ଦଳର ବରିଷ୍ଠ ନେତା

Advertisment
ବିଧାନସଭା ନିର୍ବାଚନରେ ଶୋଚନୀୟ ପରାସ୍ତ ପରେ କଂଗ୍ରେସରେ କନ୍ଦଳ ! ଆରୋପପ୍ରତ୍ୟାରୋପ ମଧ୍ୟରେ ଦଳର ବରିଷ୍ଠ ନେତା

କନକ ବ୍ୟୁରୋ : ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାସ୍ତ ପରେ ଦଳ ମଧ୍ୟରେ କନ୍ଦଳ ଆରମ୍ଭ ହୋଇଛି । ଆରୋପପ୍ରତ୍ୟାରୋପ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଦଳ ଛାଡିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଗୋଆରେ କଂଗ୍ରେସ ସରକାର ଗଠନ ନେଇ ବେଶ ଅଧିକ ସମ୍ଭାବନା ଥିଲେ ସୁଦ୍ଧା ଦଳର ଖାମଖିଆଲି ନୀତି ଯୋଗୁଁ ବିଜେପି ଏଠି ବିଜୟ ହାସଲ କରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ।

କଂଗ୍ରେସ ଗୋଆରେ ସରକାର ଗଠନ କରିବା ପାଇଁ ବିଳମ୍ବ କରିଥିବା ଯୋଗୁଁ ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ଏନେଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କଠୁ ଜବାବ ମାଗିଛନ୍ତି ବିଶ୍ୱଜିତ ରାଣେ । ସନ୍ତୋଷଜନକ ଉତର ନମିଳିଲେ ଦଳ ଛାଡିବା ନେଇ ଏକାଧିକ ବରିଷ୍ଠ ନେତା ଧମକ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe