ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ : ସିରତ କୌରମାନଙ୍କୁ ହତ୍ୟା ଧମକ ଦେଲେ ଖଲିସ୍ତାନୀ ସମର୍ଥକ

Advertisment
ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ : ସିରତ କୌରମାନଙ୍କୁ ହତ୍ୟା ଧମକ ଦେଲେ ଖଲିସ୍ତାନୀ ସମର୍ଥକ

କନକ ବ୍ୟୁରୋ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅ ସିରତ କୌରମାନଙ୍କୁ ଆମେରିକାରେ ହତ୍ୟା ଧମକ ମିଳିଛି । ଖଲିସ୍ତାନୀ ସମର୍ଥକମାନେ ଆମେରିକାରେ ରହୁଥିବା ମାନଙ୍କ ଝିଅଙ୍କୁ ବାରମ୍ବାର ହତ୍ୟା ଧମକ ଦେଉଛନ୍ତି । ସିରତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ମହିଳା କମିସନ ମୁଖ୍ୟ ସ୍ୱାତୀ ମଲିୱାଲ ଆମେରିକା ସ୍ଥିତ ଭାରତୀୟ ଦୂତାବାସକୁ ଅନୁରୋଧ କରିଛନ୍ତି । ପଞ୍ଜାବରେ ଅମୃତପାଲ ସିଂହକୁ ଧରିବା ପାଇଁ ପୁଲିସ ଅପରେସନ ଜାରି ରଖିଥିବା ବେଳେ ଏହି ସମୟରେ ଖଲିସ୍ତାନୀ ସମର୍ଥକମାନେ ଆମେରିକାରେ ଆନ୍ଦୋଳନ କରିଛନ୍ତି । ସିରତ କୌର ମାନ ହେଉଛନ୍ତି ଭଗୱନ୍ତ ମାନଙ୍କ ପ୍ରଥମ ପତ୍ନୀଙ୍କ ଝିଅ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe