କନକ ବ୍ୟୁରୋ : ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍ ପରେ ସୀମାନ୍ତରେ ଉତେଜନା ବୃଦ୍ଧି ପାଇଛି । ନିୟନ୍ତ୍ରଣ ରେଖା ନିକଟରୁ ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ ସମସ୍ତ ଗାଁକୁ ଖାଲି କରୁଛି ସେନା । ହଜାରେ ଗାଁରେ ରେଡ୍ ଆଲର୍ଟ ଜାରି ହୋଇଛି । ସୀମାରେ ଥିବା ଗାଁ ଗୁଡିକରୁ ଲୋକଙ୍କୁ ପ୍ରାଥମିକତା ସହ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସ୍କୁଲ ସବୁ ଛୁଟି କରି ଦିଆଯିବା ସହ ହସ୍ପିଟାଲ ଗୁଡିକରେ ଏମର୍ଜେନ୍ସି ଜାରି କରାଯାଇଛି ।
ସର୍ଜିକାଲ ଷ୍ଟ୍ରାଇକ୍ ପରେ ଏଲଓସିରେ ଉତେଜନା : ସୀମାରୁ ହଜାରେ ଗାଁ ଖାଲି କଲାଣି ଭାରତ
/kanak/media/post_attachments/wp-content/uploads/2016/09/29border1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)