ପୁଣେ ହିଟ ଆଣ୍ଡ ରନ ମାମଲାରେ ନୂଆ ମୋଡ । ନାବାଳକ ଅଭିଯୁକ୍ତ ବଦଳରେ କାର ଡ୍ରାଇଭର ଉପରେ ଦୋଷ ଲଦିବାକୁ କରାଯାଇଥିଲା ଷଡଯନ୍ତ୍ର

Advertisment
ପୁଣେ ହିଟ ଆଣ୍ଡ ରନ ମାମଲାରେ ନୂଆ ମୋଡ । ନାବାଳକ ଅଭିଯୁକ୍ତ ବଦଳରେ କାର ଡ୍ରାଇଭର ଉପରେ ଦୋଷ ଲଦିବାକୁ କରାଯାଇଥିଲା ଷଡଯନ୍ତ୍ର

କନକ ବ୍ୟୁରୋ : ପୁଣେ ପୋର୍ସେ କାର୍ ଦୁର୍ଘଟଣାରେ ନୂଆ ଟୁଇଷ୍ଟ୍ । ମାମଲାରେ ଡ୍ରାଇଭରକୁ ଫସାଇବାକୁ ଯୋଜନା କରିଥିଲେ କୋଟିପତି ବିଲଡର ବାପା । ଏନେଇ ସୂଚନା ଦେଇଛନ୍ତି ପୁଣେ ପୋଲିସ କମିଶନର ଅମିତେଶ କୁମାର । ଦୁର୍ଘଟଣା ଘଟାଇଥିବା ନାବାଳକ ପୁଅକୁ ବଂଚାଇବାକୁ ଜଣେ ଡ୍ରାଇଭରକୁ ଟଙ୍କା ଯାଚିଥିଲେ ବିଲଡରା ବାପା । ପୂର୍ବରୁ ପୁଲିସ ଜେରା ସମୟରେ ସମ୍ପୃକ୍ତ କାରରୁ ଡ୍ରାଇଭର ଜଣକ ଚଲାଉଥିବା କହିଥିଲେ । ହେଲେ ପରେ ସେ ଚାପରେ ଏମିତି କରିଥିବା ବୟାନ ଦେଇଛନ୍ତି । ଏବେ ଘଟଣା ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe