କନକ ବ୍ୟୁରୋ: ପାଟଣାଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ଥାନା ଘେରିଲେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ସହ ଶତାଧିକ କର୍ମୀ । ପାଟଣାଗଡ଼ରେ ଚୋରି, ରାହାଜାନୀ ତଥା ଅନେକ ପ୍ରକାର ବଡ଼ ବଡ଼ ଘଟଣା ଘଟିଯାଉଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ ବିଫଳ ହୋଇଛି । ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ ନେଇ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି କନକ ବର୍ଦ୍ଧନ ସିଂହଦେଓ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us