କନକ ବ୍ୟୁରୋ: ପାଟଣାଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ଥାନା ଘେରିଲେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ସହ ଶତାଧିକ କର୍ମୀ । ପାଟଣାଗଡ଼ରେ ଚୋରି, ରାହାଜାନୀ ତଥା ଅନେକ ପ୍ରକାର ବଡ଼ ବଡ଼ ଘଟଣା ଘଟିଯାଉଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ ବିଫଳ ହୋଇଛି । ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ ନେଇ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି କନକ ବର୍ଦ୍ଧନ ସିଂହଦେଓ ।
ପାଟଣାଗଡରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ପ୍ରତିବାଦ। କର୍ମୀଙ୍କ ସହ ଥାନା ଘେରିଲେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ।
/kanak/media/post_attachments/wp-content/uploads/2023/02/13-3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)