ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ଦୁର୍ନୀତି ମୁକ୍ତ ପରୀକ୍ଷା ଦାବିରେ ଶତାଧିକ ଆଶାୟୀଙ୍କ ଧାରଣା

Advertisment
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ଦୁର୍ନୀତି ମୁକ୍ତ ପରୀକ୍ଷା ଦାବିରେ ଶତାଧିକ ଆଶାୟୀଙ୍କ ଧାରଣା

କନକ ବ୍ୟୁରୋ: ସିଭିଲ ଜେଇ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ । ଓଡ଼ିଶା ଷ୍ଟାଫ ସିଲେକସନ କମିଶନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି ଶତାଧିକ ଆଶାୟୀ । ଦୁର୍ନୀତିମୁକ୍ତ ପରୀକ୍ଷା ଦାବିରେ ଆଶାୟୀମାନେ ଧାରଣା ଦେଇଛନ୍ତି ।

ପ୍ରଶ୍ନପତ୍ର ପ୍ରଘଟ ଓ ୧୦ଲକ୍ଷ ଟଙ୍କାର ଡିଲ୍ ସାମ୍ନାକୁ ଆସିଥିଲା । ଏବଂ ଯେଉଁ ୮୮ଜଣ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ପାଇଥିଲେ, ସେମାନଙ୍କ ନାଁ ସାମ୍ନାକୁ ଅଣାଯାଉ ବୋଲି ଆଶାୟୀ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe