କନକ ବ୍ୟୁରୋ: ସିଭିଲ ଜେଇ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ । ଓଡ଼ିଶା ଷ୍ଟାଫ ସିଲେକସନ କମିଶନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି ଶତାଧିକ ଆଶାୟୀ । ଦୁର୍ନୀତିମୁକ୍ତ ପରୀକ୍ଷା ଦାବିରେ ଆଶାୟୀମାନେ ଧାରଣା ଦେଇଛନ୍ତି ।
ପ୍ରଶ୍ନପତ୍ର ପ୍ରଘଟ ଓ ୧୦ଲକ୍ଷ ଟଙ୍କାର ଡିଲ୍ ସାମ୍ନାକୁ ଆସିଥିଲା । ଏବଂ ଯେଉଁ ୮୮ଜଣ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ପାଇଥିଲେ, ସେମାନଙ୍କ ନାଁ ସାମ୍ନାକୁ ଅଣାଯାଉ ବୋଲି ଆଶାୟୀ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/36_00000-7.jpg)