ରାସ୍ତା କାମ ପାଇଁ ଆନ୍ଦୋଳନ : ଡୁଙ୍ଗୁରିପାଲିରେ ସଚେତନ ନାଗରିକ କମିଟି ପକ୍ଷରୁ ଦ୍ୱିତୀୟ ଦିନରେ ଆନ୍ଦୋଳନ ଜାରି

ରାସ୍ତା କାମ ପାଇଁ ଆନ୍ଦୋଳନ : ଡୁଙ୍ଗୁରିପାଲିରେ ସଚେତନ ନାଗରିକ କମିଟି ପକ୍ଷରୁ ଦ୍ୱିତୀୟ ଦିନରେ ଆନ୍ଦୋଳନ ଜାରି

କନକ ବ୍ୟୁରୋ : ରାସ୍ତା କାମ ପାଇଁ ଆନ୍ଦୋଳନ । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିରେ ସଚେତନ ନାଗରିକ କମିଟି ପକ୍ଷରୁ ଜାତୀୟ ରାଜପଥ ପ୍ରଶସ୍ତିକରଣର ଅବହେଳା ପ୍ରତିବାଦରେ ଆଜି ଦ୍ୱିତୀୟ ଦିନରେ ଆନ୍ଦୋଳନ ଜାରି ରହିଛି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଆନ୍ଦୋଳନ ପାଳନ କରୁଛି ସଚେତନ ନାଗରିକ କମିଟି । ଏଥିରୁ ଜରୁରୀକାଳୀନ ସେବା ସହ ସମସ୍ତ ସ୍କୁଲ, କଲେଜକୁ ବାଦ୍ ଦିଆଯାଇଛି । ଦୋକାନ ବଜାର ବନ୍ଦ ରହିଥିବା ବେଳେ ଆନ୍ଦୋଳନ ପାଇଁ ରାସ୍ତା ଯାତାୟତ ବାଧାପ୍ରାପ୍ତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe