ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦ । ସମ୍ବଲପୁରରେ ଏସପି ଅଫିସ ସମ୍ମୁଖରେ ବିଜେପିର ଗଣଧାରଣା ।

Advertisment
ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦ । ସମ୍ବଲପୁରରେ ଏସପି ଅଫିସ ସମ୍ମୁଖରେ ବିଜେପିର ଗଣଧାରଣା ।

କନକ ବ୍ୟୁରୋ: ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ସମ୍ବଲପୁରରେ ବିଜେପି ପକ୍ଷରୁ ଗଣଧାରଣା । ଏସିପି ସମ୍ମୁଖରେ ଧାରଣାରେ ବସି କଲେ ପ୍ରତିବାଦ । ତିଲେଇବଣି ବିଡିସଙ୍କୁ ଗିରଫ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି ।

ତେବେ ଜିଲ୍ଲା ସଭାପତି ଗିରିଷ ପଟେଲଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଛି । ବିଧାୟକ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ବିଡିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ଏବଂ ବିନା ତଦନ୍ତରେ ବିଧାୟକଙ୍କୁ ଗିରଫ ବିଜେପି ନିନ୍ଦା କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe