କନକ ବ୍ୟୁରୋ: ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ସମ୍ବଲପୁରରେ ବିଜେପି ପକ୍ଷରୁ ଗଣଧାରଣା । ଏସିପି ସମ୍ମୁଖରେ ଧାରଣାରେ ବସି କଲେ ପ୍ରତିବାଦ । ତିଲେଇବଣି ବିଡିସଙ୍କୁ ଗିରଫ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି ।
ତେବେ ଜିଲ୍ଲା ସଭାପତି ଗିରିଷ ପଟେଲଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଛି । ବିଧାୟକ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ବିଡିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ଏବଂ ବିନା ତଦନ୍ତରେ ବିଧାୟକଙ୍କୁ ଗିରଫ ବିଜେପି ନିନ୍ଦା କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/21-8.jpg)