କନକ ବ୍ୟୁରୋ : ସିଂହଦ୍ୱାରରେ ପୂଜା ପାଉଥିବା ପତିତପାବନଙ୍କର ନାଗାର୍ଜ୍ଜୁନ ବେଶ କରିବାକୁ ସେବାୟତଙ୍କ ପ୍ରସ୍ତାବ । ଶ୍ରୀମନ୍ଦିର ଖୋଲୁ ନଥିବାରୁ କୋଟି କୋଟି ଜଗନ୍ନାଥ ପ୍ରେମୀ କିଭଳି ମହାପ୍ରଭୁଙ୍କ ଏହି ଦୁଲର୍ଭ ବେଶର ଦର୍ଶନ କରିପାରିବେ ସେଥିପାଇଁ ପତିତପାବନଙ୍କୁ ଏହି ବେଶ କରି ଅନଲାଇନ ବା ଲାଇଭ ଦର୍ଶନ କରିବା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି ସେବାୟତ । ସେପଟେ କାର୍ତିକ ମାସ ଶେଷ ପର୍ଯ୍ୟନ୍ତ ମନ୍ଦିର ନଖୋଲିବାକୁ ମତାମତ ଦେଇଛନ୍ତି ଅଧିକାଂଶ ସେବାୟତ ଓ ବୁଦ୍ଧିଜୀବୀ ।

Advertisment