ଯାଜପୁର ବାରୁଣୀ ବୁଡ ଉପରେ ଲାଗିଲା ୧୪୪ ଧାରା । ବୈତରଣୀ ଦଶାଶ୍ୱମେଧ ଘାଟରେ ଜାରି ହେଲା କଟକଣା, ଘାଟ ଅଂଚଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ

Advertisment
ଯାଜପୁର ବାରୁଣୀ ବୁଡ ଉପରେ ଲାଗିଲା ୧୪୪ ଧାରା  । ବୈତରଣୀ ଦଶାଶ୍ୱମେଧ ଘାଟରେ ଜାରି ହେଲା କଟକଣା, ଘାଟ ଅଂଚଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ

କନକ ବ୍ୟୁରୋ : ଯାଜପୁର ବାରୁଣୀ ବୁଡ ଉପରେ ଲାଗିଲା ୧୪୪ ଧାରା । ଆଜି ପ୍ରସିଦ୍ଧ ବାରୁଣୀ ବୁଡ ରହିଛି । ଏହି ଅବସରରେ ଯାଜପୁର ଜିଲ୍ଲୀର ବୈତରଣୀ ନଦୀର ପବିତ୍ର ଦଶାଶ୍ୱମେଧ ଘାଟରେ ହଜାର ହଜାର ଲୋକଙ୍କ ଭିଡ ଲାଗିଥାନ୍ତା । ଲୋକେ ପବିତ୍ର ନଦୀରେ ବୁଡ ପକାଇ ଧାର୍ମିକ ନୀତି ପାଳନ କରିଥାନ୍ତେ ।

ତେବେ ଏହା ଉପରେ ଜାରି ହୋଇଛି କଟକଣା । ଘାଟ ଅଂଚଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରିଛି ଜିଲ୍ଲା ପ୍ରଶାସନ । ସକାଳେ ନିଜେ ଜିଲ୍ଲାପାଳ ଘାଟ ଅଂଚଳ ବୁଲି ସ୍ଥିତି ବୁଲି ଦେଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe