ଧବଳେଶ୍ୱର ପୀଠରେ ବ୍ୟାରିକେଡକୁ ନେଇ ଅସନ୍ତୁଷ୍ଟ ପୂଜକ ସମିତି । ଭକ୍ତଙ୍କୁ ମନ୍ଦିର ପ୍ରବେଶ ନିଷେଧ କରାଯାଉଥିବା ଅଭିଯୋଗ

Advertisment
 ଧବଳେଶ୍ୱର ପୀଠରେ ବ୍ୟାରିକେଡକୁ ନେଇ ଅସନ୍ତୁଷ୍ଟ ପୂଜକ ସମିତି । ଭକ୍ତଙ୍କୁ ମନ୍ଦିର ପ୍ରବେଶ ନିଷେଧ କରାଯାଉଥିବା ଅଭିଯୋଗ

କନକ ବ୍ୟୁରୋ: ବାବା ଧବଳେଶ୍ୱର ପୀଠରେ ବ୍ୟାରିକେଡ ବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ପୂଜକ ସମିତି । ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଭକ୍ତ ଛିଡା ହୋଇରହିଥିଲେ ବି ଭକ୍ତଙ୍କୁ ମନ୍ଦିରକୁ ପ୍ରବେଶ କରିବାକୁ ନିଷେଧ କରାଯାଉଥିବା ଅଭିଯୋଗ ହୋଇଛି ।

ପଞ୍ଚୁକର ଦ୍ୱିତୀୟ ଦିନରେ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଫଳରେ ଶୃଙ୍ଖଳିତ ଦର୍ଶନ କରାଯିବାକୁ ପ୍ରଶାସନ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲେ ବି ଭକ୍ତଙ୍କ ସମସ୍ୟା କିନ୍ତୁ ବଢିଯାଇଛି । ସେମାନେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରୁନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛି ପୂଜକ ସମିିତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe