ଡେଙ୍ଗୁରେ ଆକ୍ରାନ୍ତ ପ୍ରିୟଙ୍କା ଗାନ୍ଧୀ !

ୟୁପିରେ ନୁହେଁ ସାରା ଦେଶରେ ପ୍ରିୟଙ୍କାଙ୍କ ରହିବ ପ୍ରଭାବ । ଇନ୍ଦିରାଙ୍କୁ ମୋଦିଙ୍କ ସହ ତୁଳନା କରିବା ହିଁ ମୁର୍ଖାମୀ : ରାହୁଲ ଗାନ୍ଧି

image courtesy-http://images.newindianexpress.com

କନକ ବ୍ୟୁରୋ : ପୂରା ଦେଶରେ ଡେଙ୍ଗୁ ଜ୍ୱର ମାରାତ୍ମକ ରୂପ ନେଉଥିବା ବେଳେ ଏଥିରୁ ବର୍ତ୍ତିନାହାନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଜ୍ୱରରେ ଆକ୍ରାନ୍ତ ହେବା ପରେ ତାଙ୍କୁ ୨୩ ତାରିଖରେ ସାର୍ ଗଙ୍ଗାରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଜ୍ୱର ନ କମିବା ଯୋଗୁଁ ତାଙ୍କର ରକ୍ତପରୀକ୍ଷା କରାଯାଇଥିଲା । ରିପୋର୍ଟରେ ସେ ଡେଙ୍ଗୁରେ ପୀଡ଼ିତ ଥିବା କଥା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିବା ଡାକ୍ତରଖାନା ସଭାପତି ଡିଏସ୍ ରାଣା କହିଛନ୍ତି। ଦିଲ୍ଲୀରେ ବର୍ତ୍ତମାନ ୬୫୭ଟି ଡେଙ୍ଗୁ ଜ୍ୱର ମାମଲା ଚିହ୍ନଟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe