ଇନଷ୍ଟାଗ୍ରାମରେ ବଲିଉଡ ତଥା ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧ କୋଟି ଟପିଛି । ଟିଭି ସିରିଜ୍ କ୍ୱାଂଟିକୋ ସିଜିନ୍-୨ ର ସୁଟିଂ ପାଇଁ ନ୍ୟୁୟର୍କରେ ଡେରା ପକାଇଥିବା ପ୍ରିୟଙ୍କା ଚୋପ୍ରା ତାଙ୍କ ସମର୍ଥକଙ୍କୁ ଧନ୍ୟବାଦ ଦେଇଛନ୍ତି । ଦୀପିକା ପାଦୁକୋଣଙ୍କ ପରେ ପ୍ରିୟଙ୍କା ଦ୍ୱିତୀୟ ବଲିଉଡ୍ ଅଭିନେତ୍ରୀ ଯାହାଙ୍କର ଫଲୋଅର୍ସ ସଂଖ୍ୟା ୧କୋଟି ଟପିଛି । ବଲିଉଡରେ ପ୍ରାୟତଃ ସବୁ ଜୋନରର ଫିଲ୍ମ କରି ନିଜ ଫ୍ୟାନ୍ ଫୋଲୋଇଙ୍ଗ ବଢାଇ ପାରିଛନ୍ତି ପ୍ରିୟଙ୍କା ।
ଇନଷ୍ଟାଗ୍ରାମରେ ପ୍ରିୟଙ୍କାଙ୍କ ଫଲୋଅର୍ସ ସଂଖ୍ୟା ଟପିଲା ୧ କୋଟି
/kanak/media/post_attachments/wp-content/uploads/2016/08/bbe4073e-6f37-11e5-8600-ad8872d9e6cf.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)