ପ୍ରିୟଙ୍କାଙ୍କୁ ଦାଦାସାହେବ ଫାଲକେ ସମ୍ମାନ

Advertisment
ପ୍ରିୟଙ୍କାଙ୍କୁ ଦାଦାସାହେବ ଫାଲକେ ସମ୍ମାନ

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁୂ ଦାଦାସାହେବ ଫାଲକେ ଫିଲ୍ମ ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷର ସର୍ବଶ୍ରେଷ୍ଠ ଅଭିନେତ୍ରୀର ସମ୍ମାନ ପ୍ରଦାନ କରାଯିବ । ଏହି ଫାଉଣ୍ଡେସନ ପକ୍ଷରୁ ପ୍ରିୟଙ୍କାଙ୍କୁ ୨ୟ ଥର ପାଇଁ ପୁରସ୍କାର ପ୍ରଦାନ କରାଯାଉଛି । ୨୦୧୧ରେ ଫିଲ୍ମ ସାତ ଖୁନ୍ ମାଫ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏପ୍ରିଲ ୧୪ରେ ମୁମ୍ବାଇରେ ପ୍ରୟଙ୍କାଙ୍କୁ ସମ୍ମାନିତ କରାଯିବ । ଫିଲ୍ମ ବାଜିରାଓ ମସ୍ତାନୀ ପାଇଁ ପ୍ରିୟଙ୍କାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe