ବିୟୁଟି ଭିଲିଆନଙ୍କ ହଲିଉଡ୍ ତଡକା ଫିଲ୍ମ "ବେ ୱାଚ'ରେ ନଜର ଆସିବେ ପ୍ରିୟଙ୍କା

ବିୟୁଟି ଭିଲିଆନଙ୍କ ହଲିଉଡ୍ ତଡକା ଫିଲ୍ମ "ବେ ୱାଚ'ରେ ନଜର ଆସିବେ ପ୍ରିୟଙ୍କା

source-google

source-http://images.indianexpress.com/

ମେ ୨୦୧୭ରେ ପରଦାକୁ ଆସିବ ବହୁ ପ୍ରତୀକ୍ଷିତ ହଲିଉଡ ଫିଲ୍ମ ବେ ୱାଚ୍। ଏଥିରେ ନଜର ଆସିବେ ବଲିଉଡ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା। ଏଥିରେ କିନ୍ତୁ ଜଣେ ସୁନ୍ଦରୀ ଭିଲିଆନ୍ ହୋଇ ଦର୍ଶକଙ୍କ ମନୋରଂଜନ କରିବେ। ନିଜ ଅଭିନୟକୁ ସେ ଏକ ଶୋ ମାଧ୍ୟମରେ କହିଛନ୍ତି।

source-.indianexpress.com

ବେ ୱାଚ ହେଉଛି ଏକ ଲୋକପ୍ରିୟ ଡ୍ରାମା ଶୋ । ଯାହାକି ବହୁବର୍ଷ ସାରା ବିଶ୍ୱବାସୀ ଦେଖୁଥିଲେ। ବର୍ତମାନ ଏହା ସିନେମା ହୋଇ ପରଦାକୁ ଆସିବ। ଏହା ହେଉଛି ଏକ ରିମେକ୍ ଫିଲ୍ମ। ବିଭିନ୍ନ ଭୁମିକାରେ ଅଭିନୟ କରିବାକୁ ପସନ୍ଦ କରୁଥିବା ପ୍ରିୟଙ୍କା ଏହି ମୁଭିରେ ରେସଲର୍ ରକଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe