କନକ ବ୍ୟୁରୋ: ଆସାମରେ ଆୟୋଜିତ ଏକନାମ ଅଖଣ୍ଡ କୀର୍ତନରେ ଭର୍ଚୁଆଲ ଭାବେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସାମର ବାରପେଟଠାରେ ଥିବା କୃଷ୍ଣଗୁରୁ ସେବାଶ୍ରମରେ ବିଶ୍ୱ ଶାନ୍ତି ପାଇଁ ଅଖଣ୍ଡ କୀର୍ତନରେ ଭର୍ଚୁଆଲ ମୋଡ଼ରେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ ହୋଇଛି । ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ସହ ୫୦ ଟି ପର୍ଯ୍ୟଟନସ୍ଥଳୀକୁ ସମ୍ପୂର୍ଣ୍ଣ ବିକଶିତ କରାଯିବ ବୋଲି କହିଛନ୍ତି । ଏହା ସହ ଆସାମର ବିକାଶକୁ ପ୍ରାଥମିକତା ଦିଆଉଥିବା କହିଛନ୍ତି । ତେବେ ବଜେଟ ୨୦୨୩ରେ ପ୍ରସ୍ତାବିତ ଦେଶର ୫୦ଟି ପର୍ଯ୍ୟଟନସ୍ଥଳୀକୁ ସମ୍ପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ କ୍ଷେତ୍ର ଭାବେ ବିକଶିତ କରାଯିବ ବୋଲି ମୋଦୀ କହିଛନ୍ତି ।
ଏକନାମ ଅଖଣ୍ଡ କୀର୍ତନରେ ଭର୍ଚୁଆଲରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ୫୦ ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଦେଲେ ସୂଚନା।
/kanak/media/post_attachments/wp-content/uploads/2023/02/modi.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)