ଭାରତୀୟ ବାୟୁସେନା ପ୍ରତିଷ୍ଠା ଦିବସ । ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Advertisment
ଭାରତୀୟ ବାୟୁସେନା ପ୍ରତିଷ୍ଠା ଦିବସ । ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ଟୁଇଟ୍ କରି ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ନିଜ ଟୁଇଟରେ ଉଲେଖ କରିଛନ୍ତି ବାୟୁସେନା ଦିବସ ଅବସରରେ ସମସ୍ତ ବୀର ଯୋଦ୍ଧାଙ୍କୁ ବହୁତ ବହୁତ ଶୁଭେଛା । ଆପଣମାନେ କେବଳ ଦେଶର ଆକାଶକୁ ସୁରକ୍ଷିତ ରଖୁନାହାନ୍ତି, ବିପଦ ସମୟରେ ମାନବ ସେବାରେ ଅଗ୍ରଣୀ ଭୂମିକା ନିଭାଉଛନ୍ତି ।

ଭାରତ ମାତାର ସୁରକ୍ଷା ପାଇଁ ଆପଣଙ୍କ ସାହସ, ଶୌର୍ଯ୍ୟ ଏବଂ ସମର୍ପଣ ପ୍ରତ୍ୟେକଙ୍କ ପାଇଁ ପ୍ରେରଣା ଦାୟୀ ରହିବ । ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ଏକ ଭିଡିଓ ଟୁଇଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe