ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲେଖିଲେ, ୧୪୦ କୋଟି ଭାରତୀୟ କରୁଛନ୍ତି ବିଜୟ କାମନା
କନକ ବ୍ୟୁରୋ: ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲେଖିଲେ, ଭାରତୀୟ ଦଳ ସହ ରହିଛି ୧୪୦ କୋଟି ଭାରତୀୟଙ୍କ ବିଜୟ କାମନା । ଭଲ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜଣାଇଛନ୍ତି ଶୁଭେଚ୍ଛା ।

Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଅଷ୍ଟ୍ରେଲିଆ ଟସ୍ ଜିତିବା ପରେ ଅଷ୍ଟ୍ରେଲିଆ ବୋଲିଂ କରିବା ସହ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି କ୍ରମରେ ରୋହିତ ଶର୍ମା ଫୁଲ ଦମ୍ ସହ ପିଚକୁ ଓହ୍ଲାଇଛନ୍ତି । ପୂର୍ବ ଥର ଭଳି ଏଥର ମଧ୍ୟ ରୋହିତ ଛକା ଚୌକାର ବର୍ଷା କରୁଛନ୍ତି ।