କନକ ବ୍ୟୁରୋ: ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲେଖିଲେ, ଭାରତୀୟ ଦଳ ସହ ରହିଛି ୧୪୦ କୋଟି ଭାରତୀୟଙ୍କ ବିଜୟ କାମନା । ଭଲ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜଣାଇଛନ୍ତି ଶୁଭେଚ୍ଛା ।
ତେବେ ଅଷ୍ଟ୍ରେଲିଆ ଟସ୍ ଜିତିବା ପରେ ଅଷ୍ଟ୍ରେଲିଆ ବୋଲିଂ କରିବା ସହ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି କ୍ରମରେ ରୋହିତ ଶର୍ମା ଫୁଲ ଦମ୍ ସହ ପିଚକୁ ଓହ୍ଲାଇଛନ୍ତି । ପୂର୍ବ ଥର ଭଳି ଏଥର ମଧ୍ୟ ରୋହିତ ଛକା ଚୌକାର ବର୍ଷା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/23-21.jpg)