କନକବ୍ୟୁରୋ- ଜମୁଛି ନିର୍ବାଚନୀ ପ୍ରଚାର । ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଛତିଶଗଡର ସୁରଗଡା ଜନତାଙ୍କୁ ସମ୍ଭୋଧନ କରି କହିଛନ୍ତି ମା ମହାମାୟୀଙ୍କୁ ମୋର ପ୍ରଣାମ । ମା ମାଉସୀ ଭାଇ ଭଉଣୀ ସମସ୍ତଙ୍କୁ ମୋର ପ୍ରଣାମ । ଭାଜପା ମୋତେ ପ୍ରଧାନମନ୍ତ୍ରୀ ହେବାର ସୁଯୋଗଦେଇଥିଲା ଆପଣମାନଙ୍କ ସହଯୋଗ ବିନା ଏହା ଅସମ୍ଭବ ମୋ ପାଇଁ । ଏଥିସହ ବିରୋଧୀଙ୍କୁ କଟାକ୍ଷ କରି କହିଛନ୍ତି କଂଗ୍ରେସ ସବୁଦିନ ମୋଦି ଉପରେ ହମାଲ କରିବାର ଯେଉଁ ପ୍ରୟାସ ଜାରି ରଖିଛି ତାହା ସବୁଦିନ ସେ ଜାରି ରଖିବ ।
କଥା ସବୁବେଳେ ଆଗକୁ ନିଏ । କିନ୍ତୁ ଆପଣମାନଙ୍କ ସହଯୋଗରେ ଆଜି ଆଗକୁ ବଢିଛି । କିଛି ମାସ ଆଗରୁ କଂଗ୍ରେସ ର ଭଷ୍ଟ୍ରାଚାର ବିରୋଧରେ ମୁଁ ଲଢେଇ ଆରମ୍ଭ କରିଥିଲି । ମୋର ସାଥୀ ମାନେ ମୋତେ ସହଯୋଗ କରିଥିଲେ ।ମୁଁ ଆପଣମାନଙ୍କ ଠାରୁ ବିକଶିତ ଭାରତ ବିକଶିତ ଛତିଶଗଡ ଗଠନ କରିବାରେ ଆପଣମାନଙ୍କ ଠାରୁ ସହଯୋଗ ଆଶା କରୁଛି । ଯେତେବେଳେ ମୁଁ ବିକଶିତ ଭାରତ କଥା କୁହେ କଂଗ୍ରେସ ମୋତେ କଟାକ୍ଷ କରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/04/modi-in-chatishagada.webp)