କେରଳରେ ପ୍ରଧାନମନ୍ତ୍ରୀ ମୋଦୀ। ପାରମ୍ପରିକ କେରଳ ପୋଷାକ ପିନ୍ଧି କଲେ ଦୁଇ କିଲୋମିଟର ରୋଡ ସୋ।

କେରଳରେ ପ୍ରଧାନମନ୍ତ୍ରୀ ମୋଦୀ। ପାରମ୍ପରିକ କେରଳ ପୋଷାକ ପିନ୍ଧି କଲେ ଦୁଇ କିଲୋମିଟର ରୋଡ ସୋ।

କନକ ବ୍ୟୁରୋ: ହତ୍ୟା ଧମକ ପାଇବା ପରେ ସୋମବାର କେରଳରେ ବିଶାଳ ରୋଡ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଚିରେ ପ୍ରଧାନମନ୍ତ୍ରୀ ପ୍ରାୟ ୨କିଲୋମିଟର ରୋଡ ସୋ କରିଛନ୍ତି । ଫୁଲବର୍ଷା ଭିତରେ ପ୍ରଥମେ ଗାଡି ଓ ପରେ ଚାଲିଚାଲି ପ୍ରଂଶସକଙ୍କ ଅଭିବାଦନ ଗ୍ରହଣ କରିଛନ୍ତି ମୋଦୀ । ଦୁଇଦିନିଆ ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଓ ଏଥିସହ ଦେଶର ପ୍ରଥମ ୱାଟର ମେଟ୍ରୋର ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe