ମୋଦୀ ମନ୍ତ୍ରୀମଣ୍ଡଳର ହେଲା ବିଭାଗ ବଣ୍ଟନ । ଜାଣନ୍ତୁ, କାହାକୁ ମିଳିଲା କେଉଁ ବିଭାଗ? ଦେଖନ୍ତୁ , ପୂରା ଲିଷ୍ଟ…

1,017

କନକ ବ୍ୟୁରୋ: ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳର ହେଲା ବିଭାଗ ବଣ୍ଟନ । ଆଜି କ୍ୟାବିନେଟ୍ ବୈଠକ ପରେ ମୋଦୀ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ହେଇଛି । ନଜର ପକାନ୍ତୁ, କାହାକୁ ମିଳିଛି କେଉଁ ବିଭାଗର ମନ୍ତ୍ରୀ ପଦ..

କାହାକୁ ମିଳିଛି କେଉଁ ବିଭାଗର ମନ୍ତ୍ରୀ ପଦ? 

  • ରାଜନାଥ ସିଂହ – ପ୍ରତିରକ୍ଷା ମନ୍ତ୍ରୀ
  • ଅମିତ ଶାହା – ଗୃହ ଓ ସମବାୟ ମନ୍ତ୍ରୀ
  • ନୀତିନ ଗଡକରୀ – ସଡକ ଓ ପରିବହନ ମନ୍ତ୍ରୀ
  • ଜେପି ନଡ୍ଡା – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ସାର ଓ ରସାୟନ ବିଭାଗ ମନ୍ତ୍ରୀ
  • ଶିବରାଜ ସିଂହ ଚୌହାନ – କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ, ଗ୍ରାମ ଉନ୍ନୟନ ବିଭାଗ ମନ୍ତ୍ରୀ
  • ନିର୍ମଳା ସୀତାରମଣ – ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ
  • ଏସ ଜୟଶଙ୍କର – ବୈଦେଶିକ ବ୍ୟାପାର ମନ୍ତ୍ରୀ
  • ମନୋହର ଲାଲ୍ ଖଟ୍ଟର – ଗୃହ ଓ ନଗର ଉନ୍ନୟନ ଏବଂ ଶକ୍ତି ମନ୍ତ୍ରୀ
  • ଏଚଡି କୁମାରସ୍ୱାମୀ – ଭାରି ଉଦ୍ୟୋଗ ଏବଂ ଇସ୍ପାତ ମନ୍ତ୍ରୀ
  • ପିୟୁଷ ଗୋଏଲ – ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ
  • ଧର୍ମେନ୍ଦ୍ର ପ୍ରଧାନ – ଶିକ୍ଷା ମନ୍ତ୍ରୀ
  • ଜିତନ୍ ରାମ ମାଞ୍ଝୀ – ଏମଏସଏମଇ ମନ୍ତ୍ରୀ
  • ଲଲନ୍ ସିଂହ – ପଞ୍ଚାୟତିରାଜ ମନ୍ତ୍ରୀ ଏବଂ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ
  • ସର୍ବାନନ୍ଦ ସୋନୱାଲ – ବନ୍ଦର, ଜଳପଥ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ
  • ବୀରେନ୍ଦ୍ର କୁମାର – ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ
  • କେ ରାମମୋହନ ନାଇଡୁ – ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
  • ପ୍ରହଲ୍ଲାଦ ଯୋଶୀ – ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ମନ୍ତ୍ରୀ
  • ଜୁଏଲ୍ ଓରାମ – ଆଦିବାସୀ ବ୍ୟାପାର ମନ୍ତ୍ରୀ
  • ଗିରିରାଜ ସିଂ – ବୟନ ଶିଳ୍ପ ମନ୍ତ୍ରୀ
  • ଅଶ୍ୱିନୀ ବୈଷ୍ଣବ – ରେଳ ମନ୍ତ୍ରୀ, ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ, ଇଲେକ୍ଟୋନିକ୍ସ ଏବଂ ଆଇଟି ମନ୍ତ୍ରୀ
  • ଜ୍ୟୋତିରାଦିତ୍ୟ ସିନ୍ଧିଆ – ଯୋଗାଯୋଗ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ
  • ଭୁପେନ୍ଦ୍ର ଯାଦବ – ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ
  • ଗଜେନ୍ଦ୍ର ସିଂ ଶେଖାୱତ୍ – ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ
  • ଅନ୍ନପୂର୍ଣ୍ଣା ଦେବୀ – ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ
  • କିରଣ ରିଜିଜୁ – ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
  • ହରଦୀପ ସିଂହ ପୁରୀ – ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍
  • ମନସୁଖ ମାଣ୍ଡଭ୍ୟ – ଶ୍ରମ, ନିଯୁକ୍ତି ବିଭାଗ ମନ୍ତ୍ରୀ ଏବଂ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ
  • ଜି କିଷାନ ରେଡ୍ଡୀ –ଖଣି ଓ କୋଇଲା ମନ୍ତ୍ରୀ
  • ଚିରାଗ ପାସୱାନ୍ – ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
  • ସିଆର୍ ପାଟିଲ – ଜଳଶକ୍ତି ମନ୍ତ୍ରୀ

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)

  • ରାଓ ଇନ୍ଦ୍ରଜିତ୍ ସିଂ- ପରିସଂଖ୍ୟାନ, ଯୋଜନା କାର୍ଯ୍ୟକାରୀ
  • ଜିତେନ୍ଦ୍ର ସିଂ- ବିଜ୍ଞାନ ଏବଂ ପ୍ରଯୁକ୍ତବିଦ୍ୟା, ଭୂ-ବିଜ୍ଞାନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବ୍ୟକ୍ତିଗତ, ସାଧାରଣ ଅଭିଯୋଗ ଶୁଣାଣି, ପେନସନ୍, ଆଣବିକ ଶକ୍ତି ଏବଂ ମହାକାଶ
  • ଅର୍ଜୁନ ରାମ ମେଘୱାଲ – ଆଇନ ଓ ନ୍ୟାୟ, ସଂସଦୀୟ ବ୍ୟାପାର
  • ଯାଦବ ପ୍ରତାପରାଓ ଗଣପତରାଓ – ଆୟୁଷ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
  • ଜୟନ୍ତ ଚୌଧୁରୀ – ସ୍କିଲ ଡେଭଲପମେଣ୍ଟ, ଉଦ୍ୟୋଗୀ, ଶିକ୍ଷା

ରାଷ୍ଟ୍ରମନ୍ତ୍ରୀ

  • ଜିତିନ ପ୍ରସାଦ- ବାଣିଜ୍ୟ, ଶିଳ୍ପ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା
  • ଶ୍ରୀପଦ ନାଏକ- ଶକ୍ତି, ନୂଆ ଓ ନବୀକରଣ ଯୋଗ୍ୟ ଶକ୍ତି
  • ପଙ୍କଜ ଚୌଧୁରୀ – ଅର୍ଥ
  • କିଷାନ ପାଲ- ଯୋଗାଯୋଗ
  • ରାମଦାଶ ଅଠାୱଲେ- ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ
  • ଋାମନାଥ ଠାକୁର- କୃଷି ଏବଂ କୃଷକ କଲ୍ୟାଣ
  • ନିତ୍ୟାନନ୍ଦ ରାୟ – ଘରୋଇ ବ୍ୟାପାର
  • ଅନୁପ୍ରିୟା ପଟେଲ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରସାୟନ
  • ଭି ସୁମୋନ୍ନା – ଜଳଶକ୍ତି, ରେଳ ମନ୍ତ୍ରାଳୟ
  • ଚନ୍ଦ୍ରଶେଖର ପେମାସାନୀ- ଗ୍ରାମୀଣ ବିକାଶ, ଯୋଗାଯୋଗ
  • ଏସପି ସିଂ ବଘେଲ- ମତ୍ସ୍ୟ, ପଶୁପାଳନ
  • ସୁଶ୍ରୀ ଶୋଭା କରଣ୍ଡଲଜେ- ଏମଏସଏମଇ ଏବଂ ଶ୍ରମ, ନିଯୁକ୍ତି
  • କୀର୍ତ୍ତିବର୍ଦ୍ଧନ ସିଂ- ପରିବେଶ, ଜଙ୍ଗଲ ବୈଦେଶିକ ବ୍ୟାପାର
  • ବିଏଲ ବର୍ମା- ଖାଉଟି, ଖାଦ୍ୟ ଓ ସାଧାରଣ ବଣ୍ଟନ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ
  • ଶାନ୍ତୁନୁ ଠାକୁର- ବନ୍ଦର, ଜଳପଥ
  • ସୁରେଶ ଗୋପୀ- ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ପର୍ଯ୍ୟଟନ
  • ଏଲ ମୁରଗନ-ସୂଚନା, ପ୍ରସାରଣ, ସଂସଦୀୟ ବ୍ୟାପାର
  • ଅଜୟ ଟମଟା- ସଡକ, ପରିବହନ, ରାଜମାର୍ଗ
  • ବନ୍ଦୀ ସଂଜୟ କୁମାର – ଘରୋଇ ବ୍ୟାପାର
  • କମଲେଶ ପାଶୱାନ- ଗ୍ରାମୀଣ ବିକାଶ
  • ଭଗିରଥ ଚୌଧୁରୀ – କୃଷି ଓ କୃଷକ ମନ୍ତ୍ରଣାଳୟ
  • ସତୀଶ ଚନ୍ଦ୍ର ଦୁବେ- କୋଇଲା, ଖଣିଜ ମନ୍ତ୍ରଣାଳୟ
  • ସଂଜୟ ସେଠ୍- ପ୍ରତିରକ୍ଷା
  • ରବନୀତ ସିଂ- ଖାଦ୍ୟ ପ୍ରକ୍ରିୟାକରଣ, ରେଳ ମନ୍ତ୍ରଣାଳୟ
  • ଦୁର୍ଗାଦାସ ୱିକେ- ଆଦିବାସୀ ବ୍ୟାପାର
  • ଋକ୍ଷା ନିଖିଲ ଖଡସେ- ଯୁବ ବ୍ୟାପାର, କ୍ରୀଡା
  • ସୁକାନ୍ତ ମଜୁମଦାର- ଶିକ୍ଷା, ଉତର-ପୂର୍ବ ବିକାଶ
  • ସାବିତ୍ରୀ ଠାକୁର- ମହିଳା ଓ ବାଳ ବିକାଶ
  • ଟୋଖନ ସାହୁ- ଗୃହ ଓ ସହରୀ ବିକାଶ
  • ରାଜଭୂଷଣ ଚୌଧୁରୀ – ଜଳଶକ୍ତି