ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ରାଷ୍ଟ୍ରପତିଙ୍କ ଉଦବୋଧନ୍। କହିଲେ, ଏହି ଅନୁଷ୍ଠାନ ଏକ ମିନି ଇଣ୍ଡିଆ ...

Advertisment
ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ରାଷ୍ଟ୍ରପତିଙ୍କ ଉଦବୋଧନ୍। କହିଲେ, ଏହି ଅନୁଷ୍ଠାନ ଏକ ମିନି ଇଣ୍ଡିଆ ...

କନକ ବ୍ୟୁରୋ: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେଲେ ମହାମହିମ ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏକ ମିନି ଇଣ୍ଡିଆ । ମହାମାରୀ ବେଳେ ଚିକିତ୍ସକ ମାନେ କରିଛନ୍ତି ପ୍ରଶଂସନୀୟ କାର୍ଯ୍ୟ । ଡାକ୍ତରୀ ଏକ ବୃତି ନୁହେଁ, ଏକ ବ୍ରତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe