ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ରାଷ୍ଟ୍ରପତିଙ୍କ ଉଦବୋଧନ୍। କହିଲେ, ଏହି ଅନୁଷ୍ଠାନ ଏକ ମିନି ଇଣ୍ଡିଆ …

165

କନକ ବ୍ୟୁରୋ: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେଲେ ମହାମହିମ ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏକ ମିନି ଇଣ୍ଡିଆ । ମହାମାରୀ ବେଳେ ଚିକିତ୍ସକ ମାନେ କରିଛନ୍ତି ପ୍ରଶଂସନୀୟ କାର୍ଯ୍ୟ । ଡାକ୍ତରୀ ଏକ ବୃତି ନୁହେଁ, ଏକ ବ୍ରତ ।