ଜାତୀୟ କ୍ରୀଡା ସମ୍ମାନ ୨୦୨୧: ନୀରଜଙ୍କ ସମେତ ଏହି ଖେଳାଳିଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

Advertisment
ଜାତୀୟ କ୍ରୀଡା ସମ୍ମାନ ୨୦୨୧: ନୀରଜଙ୍କ ସମେତ ଏହି ଖେଳାଳିଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

କନକ ବ୍ୟୁରୋ: ଆଜି ଦିଆଯିବ ୨୦୨୧ ବର୍ଷ ପାଇଁ ଜାତୀୟ କ୍ରୀଡା ସମ୍ମାନ ।ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାଭଲିନ୍ ଥ୍ରୋୟର ତଥା ଅଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରାଙ୍କ ସମେତ ୧୨ଜଣ ଖେଳାଳିଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର, ୩୫ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଓ ୫ଜଣ ଖେଳାଳିଙ୍କୁ ଧ୍ୟାନଚନ୍ଦ ଜୀବନଗୌରବ ପୁରସ୍କାର ଦିଆଯିବ । ଏହାସହ ଦୁଇଟି କ୍ରୀଡା ସଂସ୍ଥାକୁ ରାଷ୍ଟ୍ରିୟ ଖେଳ ପ୍ରୋତ୍ସାହନ ପୁରସ୍କାର ଦିଆଯିବ । ତେବେ କାହାକୁ ମିଳିବ କେଉଁ କ୍ରୀଡା ସମ୍ମାନ:
ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ପୁରସ୍କାର:
ନୀରଜ ଚୋପ୍ରା- (ଜାଭଲିନ୍)
ରବି କୁମାର-(କୁସ୍ତି)
ଲବଲୀନା ବୋରଗୋହେନ- (ବକ୍ସିଙ୍ଗ)
ପିଆର ଶ୍ରୀଜେଶ୍- (ହକି)
ଅବନୀ ଲେଖରା-(ପାରା ସୁଟିଙ୍ଗ)
ସୁମିତ ଅନ୍ତିଲ-(ପାରା ଆଥଲେଟିକ୍ସ)
ପ୍ରମୋଦ ଭଗତ-(ପାରା ବ୍ୟାଡମିଣ୍ଟନ)
କୃଷ୍ଣା ନାଗର- (ପାରା ବ୍ୟାଡମିଣ୍ଟନ)
ମନୀଷ ନରୱାଲ –(ପାରା ସୁଟିଂ)
ମିତାଲି ରାଜ –(କ୍ରିକେଟ୍)
ସୁନୀଲ ଛେତ୍ରୀ –(ଫୁଟବଲ)
ମନପ୍ରୀତ ସିଂ –(ହକି)

ଅର୍ଜୁନ ପୁରସ୍କାର:
ଆରାପିନ୍ଦର ସିଂ (ଆଥଲେଟିକ୍ସ),ସିମରନଜିତ କୌର (ବକ୍ସିଂ)ଶିଖର ଧାୱନ (କ୍ରିକେଟ୍),ସିଏ ଭବାନୀ ଦେବୀ (ବାଡ଼),ମୋନିକା (ହକି),ବନ୍ଦନା କାଟାରିଆ (ହକି),ସନ୍ଦୀପ ନରୱାଲ (କବାଡି),ହିମାନୀ ଉତ୍ତମ ପ୍ରାରବ (ମାଲଲଖାମ୍ବ) ,ଅଭିଷେକ ବର୍ମା (ସୁଟିଂ)
ଅଙ୍କିତା ରାଇନା (ଟେନିସ୍. ଦୀପକ ପୁନିଆ (କୁସ୍ତି), ଦିଲପ୍ରୀତ ସିଂ (ହକି. ହରମନପ୍ରୀତ ସିଂ (ହକି) ରୁପିନ୍ଦର ପାଲ ସିଂ (ହକି), ସୁରେନ୍ଦ୍ର କୁମାର (ହକି).ଅମିତ ରୋହିଦାସ (ହକି), ବୀରେନ୍ଦ୍ର ଲାକଡା (ହକି).ସୁମିତ (ହକି), ନୀଲକାନ୍ତ ଶର୍ମା (ହକି).ହାର୍ଦ୍ଦିକ ସିଂ (ହକି) ,ବିବେକ ସାଗର ପ୍ରସାଦ(ହକି) ଗୁରୁଜନସିଂ (ହକି).ମନଦୀପ ସିଂ (ହକି) ,ଶମଶେର ସିଂ (ହକି. ଲଳିତ କୁମାର ଉପାଧ୍ୟାୟ (ହକି) ବରୁଣ କୁମାର (ହକି) ,ସିମରନଜିତ ସିଂ (ହକି. ଯୋଗେଶ କାଥୁନିଆ (ପାରା ଆଥଲେଟିକ୍ସ), ନିଶାଦ କୁମାର (ପାରା ଆଥଲେଟିକ୍ସ), ପ୍ରବୀଣ କୁମାର (ପାରା ଆଥଲେଟିକ୍ସ.ସୁହାଶ ୟାତିରାଜ (ପାରା ବ୍ୟାଡମିଣ୍ଟନ), ସିଂରାଜ ଅଧନା (ପାରା ସୁଟି), ଭବାନା ପଟେଲ (ପାରା ଟେବୁଲ ଟେନିସ. ହବିନ୍ଦର ସିଂ (ପାରା ଆର୍ଚରୀ), ଏବଂ ଶରଦ କୁମାର (ପାରା ଆଥଲେଟିକ୍ସ)

ଲାଇଫଟାଇମ ଆଚିଭମେଣ୍ଟ ପାଇଁ ଧ୍ୟାନଚନ୍ଦ ପୁରସ୍କାର:
ଆର୍ଟିକିଲ୍ କେସି (ବକ୍ସିଂ)
ଅଭିଜିତ କୁଣ୍ଟେ(ଚେସ୍)
ଦାଭିନ୍ଦର ସିଂ ଗର୍ଚା (ହକି)
ବିକାଶ କୁମାର (କବାଡି)
ସଜ୍ଜନ ସିଂ (କୁସ୍ତି)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe