କନକ ବ୍ୟୁରୋ: ଅଲିମ୍ପିକ୍ସ ପୂର୍ବରୁ ସମ୍ମରସଜ୍ଜା । କିଛି ମାସ ପରେ ପ୍ୟାରିସରେ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ ଖେଳାଳି ମାନେ ଏବେଠାରୁ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏହାରି ମଧ୍ୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ସିନିୟର ଆଥଲେଟିକ ପ୍ରତିଯୋଗିତା । ଦେଶର ୯୦୦ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ବେଳେ ଏଥିରେ ଓଡିଶାରୁ ୨୬ ଜଣ ଖେଳାଳି ରହିଛନ୍ତି । ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କଲେ ଅଲିମ୍ପିକ୍ସ ପାଇଁ ଚୟନ ହେବାର ସୁଯୋଗ ରହିଥିବା ଆଥଲେଟିକ କୋଚ୍ କହିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us