ପଂଚମ ପର୍ଯ୍ୟାୟରେ ଲାଲଗଡ଼ରେ ପଡ଼ିବ ଭୋଟ : ସ୍ୱାଭିମାନ ଅଂଚଳର ୯ଟି ପଂଚାୟତରେ ମତଦାନ ପାଇଁ ପ୍ରସ୍ତୁତି

Advertisment
ପଂଚମ ପର୍ଯ୍ୟାୟରେ ଲାଲଗଡ଼ରେ ପଡ଼ିବ ଭୋଟ : ସ୍ୱାଭିମାନ ଅଂଚଳର ୯ଟି ପଂଚାୟତରେ ମତଦାନ ପାଇଁ ପ୍ରସ୍ତୁତି

କନକ ବ୍ୟୁରୋ : ଲାଲ ଗଡ଼ରେ ହେବ ମତଦାନ । ପଂଚମ ପର୍ଯ୍ୟାୟରେ ସ୍ୱାଭିମାନ ଅଂଚଳର ୯ଟି ପଂଚାୟତରେ ମତଦାନ ଲାଗି ବ୍ୟାପକ ପ୍ରସ୍ତୁତି ଚଳାଇଛି ଜିଲ୍ଲା ପ୍ରଶାସନ । ମାଓ ପ୍ରବଣ ଅଂଚଳ ହୋଇଥିବାରୁ ଏଠାରେ ସୁରୁଖୁରୁରେ ନିର୍ବାଚନ କରାଇବା ଏବେ ବଡ଼ ଚ୍ୟାଲେଂଜ । ମାଓ ପ୍ରବଣ ଯନ୍ତ୍ରୀ ପଂଚାୟତର ସମସ୍ତ ପୁଲିଂ ପାର୍ଟି ସହ ବିଭିନ୍ନ ପଂଚାୟତର ୧୫ଟି ଟିମ୍ ଆଜି ଜଳପଥରେ ନିଜ ନିଜ ବୁଥ୍ ଅଭିମୁଖେ ଯାତ୍ରା କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe