ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଭାଇ କଲେ ଆତ୍ମହତ୍ୟା

ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଭାଇ କଲେ ଆତ୍ମହତ୍ୟା

ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଭାଇ ନୀତିନ ଚୌହ୍ଵାନ ଶୁକ୍ରବାର ସକାଳେ ଆତ୍ମହତ୍ୟା କରିଛନ୍ତି। ନୀତିନଙ୍କ ମୃତ ଶରୀର ଉଦ୍ଧାର ହେବା ସମୟରେ ସେଠାରୁ ତାଙ୍କ ହାତ ଲିଖିତ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରାଯାଇଛି । ଅନ୍ୟ ଏକ ସୁଇସାଇଡ ନୋଟ୍ ମଧ୍ୟ ତାଙ୍କ ଘରୁ ମିଳିଛି ।

ଏହି ଦୁଇ ଚିଠିରେ ନୀତିନ ତାଙ୍କ ମୃତ୍ୟୁର କାରଣ ଶ୍ୱଶୁର ଘର ଲୋକ ବୋଲି ଲେଖିଛନ୍ତି । ତେବେ ଏହି ସୁଇସାଇଡ ନୋଟକୁ ଘଟଣାର ଅସୁସନ୍ଧାନ ପାଇଁ ଫରେନ୍‌ସିକ୍‌ ଡିପାର୍ଟମେଣ୍ଟକୁ ପଠାଇ ଦିଆଯାଇଛି । ନୀତିନ ଓ ତାଙ୍କ ପତ୍ନୀ ପାଖାପାଖି ଦୁଇବର୍ଷ ହେବ ଛାଡପତ୍ର ପାଇଁ କୋର୍ଟରେ ଅପିଲ ମଧ୍ୟ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe