ଏବେ ଟିକା ନେଇ ପାରିବେ ଗର୍ଭବତୀ ମହିଳା । ଟିକାକରଣ ପାଇଁ ଅନୁମତି ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

Advertisment
ଏବେ ଟିକା ନେଇ ପାରିବେ ଗର୍ଭବତୀ ମହିଳା । ଟିକାକରଣ ପାଇଁ ଅନୁମତି ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

କନକ ବ୍ୟୁରୋ: ଗର୍ଭବତୀଙ୍କୁ ଟିକାକରଣ ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର । କୋୱିନ ଆପରେ ପଞ୍ଜିକରଣ କରିପାରିବେ ଗର୍ଭବତୀ ମହିଳା । ନାଁ ପଞ୍ଜିକରଣ ପାଇଁ ଅନୁମତି ଦଲୋ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏବେ ଗର୍ଭବତୀ ମହିଳା ମାନେ ସିଧାସଳଖ ଭ୍ୟକ୍ସିନ ସେଣ୍ଟରକୁ ଯାଇ ଟିକା ନେଇପାରିବେ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଗର୍ଭବତୀ ମହିଳା ଯେକୌଣସି ଅବସ୍ଥାରେ ଟିକା ନେଇପାରିବେ । କରୋନାର ତୃତୀୟ ଲହରକୁ ନଜରରେ ରଖି ଟିକାକରଣକୁ ଜୋରଦାର କରିଛନ୍ତି ସରକାର । ଏହାସହ ଦେଶରେ ଏବେ ବୃହତ ଟିକାକରଣ ଅଭିଯାନ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe