ଓଡିଶାରେ ପ୍ରାକ୍ ମୌସୁମୀ ବର୍ଷା

Advertisment
ଓଡିଶାକୁ  ଛୁଇଁଲା ପ୍ରାକ୍ ମୌସୁମୀ ବର୍ଷା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ରାଜ୍ୟରେ ବୁଧବାର ଠାରୁ ଆରମ୍ଭ ହୋଇଯାଇଛି ପ୍ରି-ମନସୁନ୍ ଆକ୍ଟିଭିଟି ବା ପ୍ରାକ୍ ମୌସୁମୀ ବର୍ଷା । ଫଳରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷାପବନ ହୋଇଛି । ମୌସୁମୀ ଆଗମନର ଏହା ପ୍ରାକ୍ ସୂଚନା ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୪ କିମ୍ବା ୫ ତାରିଖରୁ ଉତ୍ତର ଓଡିଶାରେ ଏବଂ ୬ କିମ୍ବା ୭ ତାରିଖରୁ ଦକ୍ଷିଣ ଓଡିଶାରେ ବର୍ଷା ଜାରି ରହିବ । ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ଫଳରେ ରାଜ୍ୟରେ ଲାଗି ରହିଥିବା ପ୍ରଚଣ୍ଡ ଖରାରୁ ନିସ୍ତାର ମିଳିବ ରାଜ୍ୟବାସୀଙ୍କୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe