ଅନୁଗୁଳରେ ପ୍ରତାପ ପ୍ରଧାନ ବିଜୟୀ । ବିଜେପି ଉଡାଇଲା ବିଜୟ ଧ୍ୱଜା ।

Advertisment
ଅନୁଗୁଳରେ ପ୍ରତାପ ପ୍ରଧାନ ବିଜୟୀ । ବିଜେପି ଉଡାଇଲା ବିଜୟ ଧ୍ୱଜା ।

କନକ ବ୍ୟୁରୋ: ଅନୁଗୁଳରେ ବି ବିଜେପି ଉଡାଇଲା ବିଜୟର ଧ୍ୱଜା । ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ସେ ବିଜେଡି ପ୍ରାର୍ଥୀ ସଞ୍ଜୁକ୍ତା ସିଂଙ୍କଠାରୁ ଆଗରେ ରହିଆସୁଥିଲେ । ଶେଷ ଯାଏଁ ଏହି ମାର୍ଜିନ ଜାରି ରହିଥିଲା । ଶେଷରେ ସଞ୍ଜୁକ୍ତାଙ୍କ ପଛରେ ପକାଇ ବିଜୟୀ ହୋଇଛନ୍ତି ପ୍ରତାପ ପ୍ରଧାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe