କନକ ବ୍ୟୁରୋ: ଅନୁଗୁଳରେ ବି ବିଜେପି ଉଡାଇଲା ବିଜୟର ଧ୍ୱଜା । ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ସେ ବିଜେଡି ପ୍ରାର୍ଥୀ ସଞ୍ଜୁକ୍ତା ସିଂଙ୍କଠାରୁ ଆଗରେ ରହିଆସୁଥିଲେ । ଶେଷ ଯାଏଁ ଏହି ମାର୍ଜିନ ଜାରି ରହିଥିଲା । ଶେଷରେ ସଞ୍ଜୁକ୍ତାଙ୍କ ପଛରେ ପକାଇ ବିଜୟୀ ହୋଇଛନ୍ତି ପ୍ରତାପ ପ୍ରଧାନ ।
ଅନୁଗୁଳରେ ପ୍ରତାପ ପ୍ରଧାନ ବିଜୟୀ । ବିଜେପି ଉଡାଇଲା ବିଜୟ ଧ୍ୱଜା ।
/kanak/media/post_attachments/wp-content/uploads/2024/06/72.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)