ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଧର୍ମେନ୍ଦ୍ରଙ୍କ ଆଟାକର ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଧର୍ମେନ୍ଦ୍ରଙ୍କର ବୌଦ୍ଧିକ ଅପାରଗତା ରହିଛି । ନିର୍ବାଚନ ହାରି ଓଡିଶା ଛାଡି ଚାଲିଯାଇଥିଲେ ଧର୍ମେନ୍ଦ୍ର । ତେଣୁ ତାଙ୍କୁ ଜଣେ ପଳାତକ ନେତା ଭାବେ କଡା ଭାଷାରେ ସମାଲୋଚନା କରିଛନ୍ତି ପ୍ରତାପ ଦେବ । ଧର୍ମେନ୍ଦ୍ର ଦେଇଥିବା ହିସାବକୁ କାଉଂଟର କରି କହିଛନ୍ତି, ୫ ବର୍ଷରେ ୧୮ ହଜାର ଗାଁକୁ ବିଜୁଳି ସଂଯୋଗ କିଛି ବଡକଥା ନୁହେଁ । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳାଙ୍କ ପାଇଁ କେନ୍ଦ୍ରୀୟ ବଜେଟରେ କେତେ ବ୍ୟୟ ବରାଦ କରାଯାଇଛି ତାର ହିସାବ ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ ବୋଲି ପ୍ରତାପ ଆହ୍ୱାନ ଦେଇଛନ୍ତି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us