କନକ ବ୍ୟୁରୋ : ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ ନିଯୁକ୍ତ । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଶାସକ ଦଳର ମୁଖ୍ୟସଚେତକ ଭାବରେ ସେ କାମ କରିବେ । ପୂର୍ବରୁ ପ୍ରମିଳା ମଲ୍ଲିକ ସରକାରୀ ଦଳ ମୁଖ୍ୟ ସଚେତକ ଥିଲେ । ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ସେ ଇସ୍ତଫା ଦେଇଥିଲେ । ଶେଷର ପ୍ରଶାନ୍ତଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।
ପ୍ରଶାନ୍ତ ମୁଦୁଲିଙ୍କୁ ନୂଆ ଦାୟିତ୍ୱ। ସରକାରୀ ଦଳ ମୁଖ୍ୟ ସଚେତକ ନିଯୁକ୍ତ ।
/kanak/media/post_attachments/wp-content/uploads/2022/06/Capture-17.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)