କନକ ବ୍ୟୁରୋ : ଦକ୍ଷିଣ କେନ୍ଦ୍ରୀୟ ରେଳପଥ ଅନ୍ତର୍ଗତ ୟେଲହଂକା ଓ ଧର୍ମାଭରମ୍ ଷ୍ଟେସନ ମଧରେ ଅଦ୍ଦରହାଁଲ୍ଲି ଷ୍ଟେସନରେ ଦୋହରୀକରଣ, ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟ ପାଇଁ ଭୁବନେଶ୍ୱର-ବାଙ୍ଗାଲୋର ମଧ୍ୟରେ ଚଳାଚଳ କରୁଥିବା ପ୍ରଶାନ୍ତି ଏକ୍ସପ୍ରେସ ଦିନକ ପାଇଁ ଆଂଶିକ ବାତିଲ ରହିବ।
Kanak News is now on WhatsApp
Join and get latest news updates delivered to you via WhatsApp
୧୬ ତାରିଖରେ ଭୁବନେଶ୍ବର ଓ ୧୭ ତାରିଖରେ ବାଙ୍ଗାଲୋରରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ (୧୮୪୬୩/୧୮୪୬୪) ଭୁବନେଶ୍ୱର ଓ ସତ୍ୟସାଇ ପ୍ରଶାନ୍ତି ନିଳୟମ୍ ମଧ୍ୟରେ ଚଳାଚଳ କରିବ। ସତ୍ୟସାଇ ପ୍ରଶାନ୍ତି ନିଳୟମ୍ ଓ ବାଙ୍ଗାଲୋର ମଧ୍ୟରେ ବାତିଲ ରହିବ।