ପୁଅ ପଛରେ ମା’ ବି ପଛରେ । ସମ୍ବଲପୁୁର ଲୋକସଭାରେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ପଛରେ । କୋରୋଇରେ ମା’ ସନ୍ଧ୍ୟାରାଣୀ ବି ପଛରେ ।

Advertisment
ପୁଅ ପଛରେ ମା’ ବି ପଛରେ । ସମ୍ବଲପୁୁର ଲୋକସଭାରେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ପଛରେ । କୋରୋଇରେ ମା’ ସନ୍ଧ୍ୟାରାଣୀ ବି ପଛରେ ।

କନକ ବ୍ୟୁରୋ: କୋରେଇରେ ବି ଭୋଟ ଗଣତିର ଗଣିତ ଭାରି ରୋଚକ ହୋଇପଡିଛି ।ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ଠାରୁ ପଛରେ ପଡିଛନ୍ତି । ଆକାଶଙ୍କଠାରୁ ସନ୍ଧ୍ୟାରାଣୀ ୧୪୩୭ ଭୋଟ ପଛରେ ଅଛନ୍ତି ।

ସେହିପରି ସମ୍ବଲପୁର ଲୋକସଭା ଆସନ ପାଇଁ ପୁଅ ପ୍ରଣବ ପ୍ରକାଶ ପଛରେ ପଡିଯାଇଛନ୍ତି । ବିଜେପି ସାଂସଦ ପ୍ରାର୍ଥୀ ୨୬୮୦୪୦ ଖଣ୍ଡ ଭୋଟ ପାଇଥିବାବେଳେ ପ୍ରଣବ ତାଙ୍କଠାରୁ ୫୬ ହଜାର ୩୬୩ ଭୋଟରେ ପଛୁଆ ପଡିଛନ୍ତି । ଏହାପରେ ପ୍ରଣବଙ୍କ ରାଜନୈତିକ କାରିଅର କ’ଣ ହେବ ତାକୁ ନେଇ ଚର୍ଚ୍ଚା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe