କନକ ବ୍ୟୁରୋ: କୋରେଇରେ ବି ଭୋଟ ଗଣତିର ଗଣିତ ଭାରି ରୋଚକ ହୋଇପଡିଛି ।ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ଠାରୁ ପଛରେ ପଡିଛନ୍ତି । ଆକାଶଙ୍କଠାରୁ ସନ୍ଧ୍ୟାରାଣୀ ୧୪୩୭ ଭୋଟ ପଛରେ ଅଛନ୍ତି ।
ସେହିପରି ସମ୍ବଲପୁର ଲୋକସଭା ଆସନ ପାଇଁ ପୁଅ ପ୍ରଣବ ପ୍ରକାଶ ପଛରେ ପଡିଯାଇଛନ୍ତି । ବିଜେପି ସାଂସଦ ପ୍ରାର୍ଥୀ ୨୬୮୦୪୦ ଖଣ୍ଡ ଭୋଟ ପାଇଥିବାବେଳେ ପ୍ରଣବ ତାଙ୍କଠାରୁ ୫୬ ହଜାର ୩୬୩ ଭୋଟରେ ପଛୁଆ ପଡିଛନ୍ତି । ଏହାପରେ ପ୍ରଣବଙ୍କ ରାଜନୈତିକ କାରିଅର କ’ଣ ହେବ ତାକୁ ନେଇ ଚର୍ଚ୍ଚା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/06/62-1.jpg)